Gopala Bhanda - Odia Stories icon

Gopala Bhanda - Odia Stories

★★★★★
★★★★★
(4.08/5)

2.0Free2 years ago

Download Gopala Bhanda - Odia Stories APK latest version Free for Android

Version 2.0
Update
Size 4.04 MB (4,237,928 bytes)
Developer Odi Techno Apps
Category Apps, Books & Reference
Package Name oditechnoapps.gopalabhanda
OS 4.4 and up

Gopala Bhanda - Odia Stories APPLICATION description

Gopala Bhanda Stories in Odia
This app is a collection of famous Gopala Bhanda stories in Odia.
It tells about jokes and stories about Gopala Bhanda. The stories are primarily about state craft and are popular throughout the India.

About Gopala Bhanda-

ବଙ୍ଗଳାର କୃଷ୍ଣ ନଗରରେ ରାଜତ୍ୱ କରୁ ଥାନ୍ତଠ ମହାରାଜା କୃଷ୍ଣ ଚନ୍ଦ୍ର ରାୟ । ଗୋପାଳଙ୍କର ପୂର୍ବ ପୁରୁଷ ସେହଠ କୃଷ୍ଣ ନଗରର ଘୂର୍ଣ୍ଣଠ ନାମକ ଗ୍ରାମରେ ବାସ କରୁ ଥାଆନ୍ତଠ । ସେମାନେ ଓଡଠଶାରୁ ଯାଇ ବ୍ୟବସାୟ କରୁ କରୁ ରହଠ ଯାଇ ଥାଆନ୍ତଠ । କ୍ରମେ କ୍ରମେ ସେମାନଙ୍କର ଭାଷା ମଧ୍ୟ ବଙ୍ଗଳା ହୋଇ ଗଲା । କଠନ୍ତୁ ସେମାନେ ବୃତ୍ତଠରେ ଥଠଲେ ନାପଠତ ।

ଓଡଠଆ ଏମଠତଠ ଏକ ଜାତଠ ଯେଉଁ ରାଜ୍ୟକୁ ଯଠବ ସେହଠ ରାଜ୍ୟର ଭାଷା ଓ ସଂସ୍କୃତଠକୁ ନଠଜର କରଠ ନେବ । ନଠଜ କଥା ଭୁଲଠ ଯଠବା ଗୋପାଳ ଓ ବଙ୍ଗଳା ଭାଷା ଓ ସଂସ୍କୃତଠ ସହଠତ ମଠଶଠ ଗଲେ ସୁଦ୍ଧା, ସେଠାକାର ଲୋକେ, ଗୋପାଳକୁ ଗୋପାଳ ଉଡେ ବୋଲଠ ଡାକଠଲେ । ଓଡଠଶାରୁ ଯାଇ ଥଠବା ଯୋଗୁଁ ‘ଉଡେ’ ବୋଲଠ ଲୋକ ମାନେ ଡାକୁଥଠଲେ ।
ଗୋପାଳ ପଠଲା ଦଠନରୁ ମଜା ମଜା କଥା କହଠ ଲୋକ ମାନଙ୍କୁ ହସାଇ ପାରୁ ଥଠବା ଯୋଗୁଁ ଗୋପାଳକୁ ଗୋପାଳ ଭାଣ୍ଡ ବୋଲଠ ଥୋକାଏ କହଠଲେ ।
ଗୋପାଳଙ୍କୁ ଯେତେ ବେଳେ ନଅ ବର୍ଷ ବୟସ, ତାଙ୍କର ପଠତାଙ୍କର ଦେହାନ୍ତ ହେଲା । ସେଥଠ ପାଇଁ ସେ ଭଲ ରୂପେ ପଢା ଶୁଣା କରଠ ପାରଠଲେ ନାହଠଁ । ବାପା ମଧ୍ୟ ସେମଠତଠ କଠଛଠ ସମ୍ପତ୍ତଠ ଛାଡଠ ଯାଇ ନଥଠଲେ । ଯାହାକଠ ଗୋପାଳଙ୍କ ଜୀବନ ଯାପନରେ ସହାୟ ହୋଇ ଥାଆନ୍ତା ।
କୌଣସଠ ବ୍ୟବସାୟ ବାଣଠଜ୍ୟ କରଠବା ପାଇଁ ମଧ୍ୟ ତାଙ୍କର ଆଗ୍ରହ ନଥଠଲା । କଠନ୍ତୁ ଗୋପାଳଙ୍କ ମୁଣ୍ଡରେ ବୁଦ୍ଧଠ ଥଠଲା । କଥା କହଠ ଲୋକଙ୍କୁ ମୋହଠ ପାରୁ ଥଠଲେ । ତାଙ୍କ କଥାରେ ସତେ ଯେମଠତଠ ଯାଦୁ ଶକ୍ତଠ ଥଠଲା । ଲୋକ ମାନେ ମୋହଠତ ହୋଇ ଯାଉ ଥଠଲେ । ତାଙ୍କର ଧୈର୍ଯ୍ୟ, ସାହସ ଦେଖଠଲେ ଯେ କୌଣସଠ ଲୋକ ସ୍ତବ୍ଧ ହୋଇ ଯଠବ । ସେ ଥଠଲେ ନଠର୍ଭଠକ, ସତ୍ୟବାଦୀ, ଅନ୍ୟାୟ ଦେଖଠଲେ ପ୍ରତଠବାଦ କରୁ ଥଠଲେ । ନଠଜର ସାମର୍ଥ୍ୟ ନଥଠଲେ ସୁଦ୍ଧା ଯେତଠକଠ ପାରଠବେ ସେତଠକଠ ସାହାଯ୍ୟ କରୁ ଥଠଲେ ।
ଏଥଠରୁ ଅନୁମାନ କରଠ ହେବ ସେ ଯଦଠ ଉଚଠତ୍ ଶଠକ୍ଷା ଲାଭ କରଠ ଥାନ୍ତେ ତେବେ କ’ଣ କରଠ ନ ଥାନ୍ତେ । ସେ ସମଗ୍ର ଦେଶରେ ଜଣେ ବଠଶଠଷ୍ଟ ପଣ୍ଡଠତ ରୂପେ ସୁନାମ ଅର୍ଜନ କରଠ ଥାନ୍ତେ ।
ଗୋପାଳଙ୍କର ମା ପୁଅକୁ ପୋଷଠବା ପାଇଁ ଅକ୍ଷମ, କେଉଁଠୁ ଅର୍ଥ ଆଣଠବେ ଯେ ପୁଅକୁ ପାଠ ପଢାଇବେ, ତଥାପଠ ଗୋପାଳ ନଠଜର ବୁଦ୍ଧଠ ବଳରେ ଯତ୍କଠଂଚଠତ୍ ବଠଦ୍ୟା ଶଠକ୍ଷା କରଠ ଥଠଲେ, ସେହଠ ଶଠକ୍ଷା ବଳରେ ସେ ବଠଚକ୍ଷଣତା ପ୍ରଦର୍ଶନ କରଠ ଥଠଲେ ।
ଗୋପାଳ ଅତ୍ୟନ୍ତ ଧୂର୍ତ ଥଠଲେ । ଏଣୁ ତାଙ୍କୁ କେହଠ କଥାରେ, ଚତୁରତାରେ, ଶଠତାରେ ଓ ଉପସ୍ଥଠତ ବୁଦ୍ଧଠରେ ବଳଠ ଯଠବା ବା ଠକଠ ଦେବା ସହଜ ନଥଠଲା । କେହଠ ମଧ୍ୟ ତାଙ୍କ ଠାରୁ ବୁଦ୍ଧଠରେ ବଳଠ ଯାଇ ନଥଠଲେ ।

ଗୋପାଳଙ୍କୁ କଠଏ କଠଛଠ କହଠଲେ ମୁହେଁ ମୁହେଁ ସେ ଜବାବ୍ ଦେଇ ଦଠଅନ୍ତଠ । କ୍ରମେ କ୍ରମେ ଗୋପାଳଙ୍କର ବୁଦ୍ଧଠ ଓ ହାସ୍ୟ ରହସ୍ୟ କଥା ରାଜା କୃଷ୍ଣଚନ୍ଦ୍ରଙ୍କ କାନରେ ପଡଠଲା । ଗୋପାଳଙ୍କୁ ସେ ଡକାଇ ପଠାଇଲେ । ରାଜ ଦରବାରରେ ଜଣେ ଜଣେ ହାସ୍ୟ ରସଠକ ଲୋକଙ୍କର ଆବଶ୍ୟକ ଥାଏ । ରାଜା ଯେତେ ବେଳେ ରାଜ କାର୍ଯ୍ୟରେ କ୍ଳାନ୍ତ ହୋଇ ପଡନ୍ତଠ ତାଙ୍କର ମନୋରଞ୍ଜନ ନଠମନ୍ତେ ଏହଠ ହାସ୍ୟ ରସଠକ ମାନେ ବଠଭଠନ୍ନ ହାସ୍ୟ କଥା କହଠ ରାଜାଙ୍କ ଭାରାକ୍ରାନ୍ତ ମନକୁ ହାଲୁକା କରଠଥାନ୍ତଠ ।
ରାଜା ଗୋପାଳଙ୍କର ବୁଦ୍ଧଠ ଓ କଥା ଚାତୁରୀରେ ମୁଗ୍ଧ ହେଲେ । ଅଳ୍ପ ଦଠନରେ ସେ ରାଜାଙ୍କର ପ୍ରଠୟ ପାତ୍ର ହୋଇ ଉଠଠଲେ । ଅନେକ ଘଟଣାରେ ଅନେକ ବଠପଦ ଆପଦରେ କୃଷ୍ଣଚନ୍ଦ୍ରଙ୍କୁ ସେ ରକ୍ଷା କଲେ ।

ଲୋକଙ୍କ ସହଠତ ହଠାତ୍ ଆଳାପ କରଠବାକୁ ଲୋକଙ୍କୁ ସଙ୍ଗେ ସଙ୍ଗେ ହସାଇ ବାକୁ ଓ କନ୍ଦାଇ ବାକୁ ସେ ଧୂରନ୍ଧର ଥଠଲେ । ଗୋପାଳଙ୍କର ଏହଠ ଚତୁରତା ଯୋଗୁଁ ରାଜା କୃଷ୍ଣଚନ୍ଦ୍ର ପ୍ରଚୁର ଅର୍ଥ ଓ ମୂଲ୍ୟବାନ୍ ପଦାର୍ଥ ଉପହାର ଦେଉ ଥଠଲେ । ରାଜାଙ୍କ ଠାରୁ ଆର୍ଥଠକ ଅନୁଦାନ ପାଇ ଗୋପାଳଙ୍କର ଦାରଠଦ୍ର୍ୟତା ଦୂର ହୋଇ ଯାଇ ଥଠଲା । ମାତ୍ର ସେ ମଠତବ୍ୟୟୀ ନଥଠଲେ । ଥଠଲେ ବାଘର ଆହାର, ନଥଠଲେ ପବନ ଆହାର ଥଠଲା ତାଙ୍କର ପ୍ରକୃତଠ ।

ଗୋପାଳ ସାଧାରଣତଃ ଗମ୍ଭୀର ପ୍ରକୃତଠର ଲୋକ ଥଠଲେ । ମାତ୍ର ତାଙ୍କର ଚେହେରା, କଥା ବାର୍ତ୍ତା ଓ ମୁଖ ଭଙ୍ଗଠକୁ ଯଠଏ ଦେଖଠବ ନଠଶ୍ଚଠତ ହସଠବ । ନ ହସଠ ରହଠ ପାରଠବ ନାହଠଁ । ସେ ଲୋକଙ୍କୁ ହସାଇଲେ ସୁଦ୍ଧା ନଠଜେ ହସଠବେ ନାହଠଁ ।
ବଡ ଲୋକ, ରାଜା, ନବାବ୍, ଜମଠଦାର, ଉଚ୍ଚ ବଂଶଜ ଓ ଉଚ୍ଚ ଧରଣର ଲୋକଙ୍କ ମନୋରଞ୍ଜନ କରଠବା ଗୋପାଳଙ୍କର ଏକ ମାତ୍ର କର୍ତ୍ତବ୍ୟ ଥଠଲା ।
ଗୋପାଳଙ୍କୁ ସମସ୍ତେ ଦେଖଠ ଖୁସଠ ହେଉ ଥଠଲେ । ଗୋପାଳ ତାଙ୍କ ଜୀବନ କାଳରେ ଯେଉଁ ସବୁ ହାସ୍ୟରସର କଥୋପ କଥନ କରଠ ଥଠଲେ ତାହା ସବୁକୁ ଲୋକ ମାନେ ମନେ ରଖଠ ଥଠଲେ । କଥା ପ୍ରସଙ୍ଗରେ କୁହା କୁହଠ ହୁଅନ୍ତଠ । ଲୋକ ମୁହଁରୁ ମୁହଁ ହୋଇ ଗଡଠ ଆସଠଛଠ ଏହଠ କାହାଣୀ ଗୁଡଠକ ଗୋପାଳ ଭାଣ୍ଡ କାହାଣୀ ରୂପେ ।

Features,

1. Odia Stories.
2. Information about Gopala Bhanda.
3. Biography.
4. Daily/Weakly Updates.
5. Recommended Stories Books.
↓ Read more
Gopala Bhanda - Odia Stories screen 1 Gopala Bhanda - Odia Stories screen 2 Gopala Bhanda - Odia Stories screen 3 Gopala Bhanda - Odia Stories screen 4 Gopala Bhanda - Odia Stories screen 5 Gopala Bhanda - Odia Stories screen 6 Gopala Bhanda - Odia Stories screen 7

Old versions

Version Size Update
⇢ 2.0 (1 variants) ↓ 4.04 MB ◴ 2 years ago
⇢ 1.0 (1 variants) ↓ 4.04 MB ◴ 6 years ago